Jump to content

ଗୁଣୀ

ଉଇକିଅଭିଧାନ‌ରୁ

ଗୁଣୀ

ଉଚ୍ଚାରଣ

[ସମ୍ପାଦନା]
(ଗୁଣିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଗୁଣ+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଗୁଣବାନ୍ — ୧. Possessed of merit; accomp. lished; talented.
୨. ଗୁଣିଆଁ —୨. Expert in the art of conjuring.
୩. ଧର୍ମୀ; ଧର୍ମବିଶିଷ୍ଟ —୩. Having a quality or attribute.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧନୁ —A bow.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୁଣି (ଦେଖ) - —Guṇi (See)