Jump to content

ଗୁଣୋତ୍କର୍ଷ

ଉଇକିଅଭିଧାନ‌ରୁ

ଗୁଣୋତ୍କର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ଉତ୍କର୍ଷ)

[ସମ୍ପାଦନା]
୧. ଗୁଣର ପ୍ରାଚୁର୍ଯ୍ୟ ବା ଆଧିକ୍ୟ — ୧. Enough of good qualities.
୨. ସୁଗୁଣ ହେତୁ ଜାତି ଶ୍ରେଷ୍ଠତା ବା ଉତ୍ତମତା — ୨. Excellence on account of good qualities.