Jump to content

ଗୁଣୋତ୍ଥ

ଉଇକିଅଭିଧାନ‌ରୁ

ଗୁଣୋତ୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁଣ+ଉତ୍+ସ୍ଥା ଧାତୁ+ଅ)

[ସମ୍ପାଦନା]

ଗୁଣରୁ ଜାତ ବା ଉତ୍ପନ୍ନ —Due to Guṇa.

ଗୁଣୋତ୍ଥ ଅଙ୍କେତ୍ଥ ବିଧାନେ. ଥାଆନ୍ତି ପଞ୍ଚାଶ ଲକ୍ଷଣେ—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ

[ ଦ୍ର—ଶ୍ରୀକୃଷ୍ଣଙ୍କର ଗୁଣୋତ୍ଥ ବତିଶ ଲକ୍ଷଣ ଓ ଅଙ୍କୋତ୍ଥ ଅଷ୍ଟାଦଶ ଚିହ୍ନ ଥିଲା]