Jump to content

ଗୁଣ୍ଠ

ଉଇକିଅଭିଧାନ‌ରୁ

ଗୁଣ୍ଠ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭୂମିର ପରିମାଣବିଶେଷ; ଏକ ଏକରର ବା ଏକ ମାଣର ୧/୨୫: ଅଂଶ — ୧. One ୨୫th of an acre or Māṇa.

[ ଦ୍ର—୧୬: ବିଶ୍ୱା=୧ ଗୁଣ୍ଠ, ୨୫: ଗୁଣ୍ଠ=୧ ମାଣ]

୨. (ପୁଂ. ଓ ସ୍ତ୍ରୀ,) କ୍ଷୁଦ୍ରକାୟ ମନୁଷ୍ୟ; ବାମନ — ୨. A dwarf.

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

ଖର୍ବକାୟ —Dwarfish.