Jump to content

ଗୁଣ୍ଠିତ

ଉଇକିଅଭିଧାନ‌ରୁ

ଗୁଣ୍ଠିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁଣ୍ଠ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବେଷ୍ଟିତ — ୧. Surrounded; wrapped; enveloped.
୨. ଆବୃତ —୨. Covered.
୩. ଧୂଳିଲିପ୍ତ; ଧୁଳିଯୁକ୍ତ — ୩. Covered with dust; dusty.