Jump to content

ଗୁଣ୍ଡିଆ

ଉଇକିଅଭିଧାନ‌ରୁ

ଗୁଣ୍ଡିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

କପଟାଚରୀ —Deceiptful.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ଧୈର୍ଯ୍ୟ —୧. Patience.
୨. ଆସ୍ପର୍ଦ୍ଧା —୨. Arrogance; bragging.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମଶା —Mosquito.

[ ଦ୍ର—ଛୋଟ ମଶାକୁ ସମ୍ୱଲପୁରରେ 'କୂରକୁଟୀ' ଓ 'ଘୁନ୍ଘୁଟୀ' ବୋଲାଯାଏ]

ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରାକାର ପାର୍ବତୀୟ କଳା ମଶା — A kind of black mosquito found in mountainous regions.