ଗୁଣ୍ଡିଖିଆ
ଦେଖଣା
ଗୁଣ୍ଡିଖିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଦୋଳପୂର୍ଣ୍ଣିମା ଦିନ ସମ୍ୱଲପୁରର କେତେକ ଜାତିଙ୍କ ମଧ୍ୟରେ ପ୍ରଚଳିତ ନୂଆଖିଆ (ନବାନ୍ନ) ପରି ଉତ୍ସବ ବିଶେଷ — A festival observed on Doḻapūrṇṇimā day on the occasion of the year's first partaking of the Mahwa flower.
[ ଦ୍ର—ଏ ଦିନ ଲୋକେ ବର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଆନ୍ତି]