ଗୁଣ୍ଡିଚା
ଦେଖଣା
ଗୁଣ୍ଡିଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଓଡ଼ିଶାର ପ୍ରାଚୀନ ନରପତି ଜଗନ୍ନାଥଦେବଙ୍କ ପ୍ରତିଷ୍ଠାତା ଇନ୍ଦ୍ର ଦ୍ୟୁମ୍ନ ରାଜାଙ୍କ ରାଣୀ — ୧. Name of the queen of Indradyumna who established Lord Jagannath at Puri.
- ୨. ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା —୨. The car festival of Lord Jagannath at Puri.
ଧୂଳିଆ ଗୁଣ୍ଡିଚା କାଦୁଆ ଗମା, ଚଷା ବୋଲେ ଧାନ ହାଟକୁ ନେମା— କୃଷିବଚନ
[ ଦ୍ର—ଆଷାଢ଼ ଶୁକ୍ଳ ଦ୍ୱିତୀୟୀଦିନ ପୁରୀର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ୩ଟି ରଥରେ ବସି ସପ୍ତାହକ ନିମନ୍ତେ ଉଦ୍ୟାନ—ମଣ୍ଡପକୁ ଯିବା ଉପଲକ୍ଷେ ଯାତ୍ରା କରନ୍ତି ରାଜା ଉନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ ଏ ଉତ୍ସବର ପ୍ରତିଷ୍ଠାତ୍ରୀ ଯେଉଁ ଯେଉଁ ସ୍ଥାନମାନଙ୍କରେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠିତ ସେ ସେ ସ୍ଥାନରେ ମଧ୍ୟ ଏ ରଥଯାତ୍ରା ଉତ୍ସବ ପାଳିତ ହୁଏ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.