Jump to content

ଗୁଣ୍ଡିଚାଘର

ଉଇକିଅଭିଧାନ‌ରୁ

ଗୁଣ୍ଡିଚାଘର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀ ଜଗନ୍ନାଥଦେବଙ୍କ ଉଦ୍ୟାନ ମନ୍ଦିର — The garden-house of Lord Jagannath at Puri.

[ ଦ୍ର—ଏଠାରେ ଜଗନ୍ନାଥଦେବ ରଥଯାତ୍ରା ସମୟରେ ୭ଦିନ ଅବସ୍ଥାନ କରନ୍ତି ଏହା ଶ୍ରୀମନ୍ଦିରରୁ ପ୍ରାୟ ୧ମାଇଲ ଦୂର]