ଗୁଣ୍ଡିଚାମଣ୍ଡପ
ଦେଖଣା
ଗୁଣ୍ଡିଚାମଣ୍ଡପ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୁଣ୍ଡିଚାଘର ମଧ୍ୟରେ ଯେଉଁ ବେଦୀରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରୁ ଓହ୍ଲାଇ ବିଜେ କରନ୍ତି —The raised platform in the Guṇḍichā on being taken down frome the car.
[ ଦ୍ର—ଜଗନ୍ନାଥଙ୍କ ମନ୍ଦିରପ୍ରତିଷ୍ଠାବେଳେ ଇନ୍ଦ୍ରଦ୍ୟୁମ୍ନ ରାଜା ଏ ସ୍ଥାନରେ ଯଜ୍ଞବେଦୀ କରାଇ ଥିଲେ (ଉତ୍କଳଖଣ୍ଡ—୨୯: . ଅ. ୧୪: )]