ଗୁଣ୍ଡିଚା ବାହୁଡ଼ା
ଦେଖଣା
ଗୁଣ୍ଡିଚା ବାହୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁଣ୍ଡିଚା ବାହୁଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜମନ୍ନାଥ ମହାପ୍ରଭୁ ଗୁଣ୍ଡିଚାମନ୍ଦିରରେ ଏକ ସପ୍ତାହ ଅବସ୍ଥାନ କରିବା ପରେ ନିଜ ମନ୍ଦିରକୁ ଦଶମୀଦିନ ରଥରେ ଫେରି ଆସିବା ଉତ୍ସବ; ବାହୁଡ଼ା ଉତ୍ସବ —The Ulta-rath festival at Puri when Lord Jagannath is brought back to His Temple.