Jump to content

ଗୁଣ୍ଡିତ

ଉଇକିଅଭିଧାନ‌ରୁ

ଗୁଣ୍ଡିତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଗୁଣ୍ଡ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଚୂର୍ଣ୍ଣିତ — ୧. Powdered.
୨. ଧୂଳିଯୁକ୍ତ —୨. Dusty.
୩. ଧୂଳିଦ୍ୱାରା ଆବୃତ —୩. Covered with dust.