Jump to content

ଗୁଣ କିଣିବା

ଉଇକିଅଭିଧାନ‌ରୁ

ଗୁଣ କିଣିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅନ୍ୟର ଗୁଣକୁ ଆଦର କରିବା — To appreciate another's merit.

ଗୁଣ କିଣ ମୋହର ନୋହିବାକୁ ଦେଖା ଲଗାଇବି ରାଜନ ଦୁଇ ହାତେ ଶଙ୍ଗା କୃଷ୍ଣସିଂହ. ମହାଭାରତ. ବିରାଟ