Jump to content

ଗୁତି

ଉଇକିଅଭିଧାନ‌ରୁ

ଗୁତି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ବର୍ଷକ ପାଇଁ ନିଯୁକ୍ତ ହଳିଆ — ୧. A ploughman-labonrer engaged for the year.

[ ଦ୍ର—ଗୁତିମାନେ ମାଘମାସରେ ଆଗାମୀ ବର୍ଷର ଚାଷକାମ କରିବାପାଇଁ ନିଯୁକ୍ତ ହୁଅନ୍ତି ଖାମାରୀ ଏମାନଙ୍କ କାର୍ଯ୍ୟର ତତ୍ୱାବଧାନ କରେ; ଗତି ଦୈନିକ ମୂଲ ନିଏ]

୨. ହଳିଆଙ୍କୁ ଦିଆଯିବା ମୂଲ — ୨. Wages paid to one's ploughman-labourer.