Jump to content

ଗୁତିବର୍ଷାବେଲ

ଉଇକିଅଭିଧାନ‌ରୁ

ଗୁତିବର୍ଷାବେଲ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଅପରାହ୍ନ ୨ଟା ଠାରୁ ୩ଟା ସମୟ —Afternoon ୨ to ୩ P. M.

[ ଦ୍ର—ସାଧାରଣତଃ ହଳିଆମାନେ ଅପରାହ୍ନରେ କର୍ମକ୍ଷେତ୍ରକୁ ଏହି ସମୟରେ କାମ କରିବାକୁ ଯାଆନ୍ତି]