ଗୁତ୍ସ
ଦେଖଣା
ଗୁତ୍ସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁଧ୍ ଧାତୁ=କ୍ରୀଡ଼ା କରିବା, ବେଷ୍ଟନ କରିବା+ ସଂଜ୍ଞାର୍ଥ. ସ; ଭ୍ରମଣଗଣ ଯେଉଁଠାରେ କ୍ରୀଡ଼ା କରନ୍ତି)
[ସମ୍ପାଦନା]- ୧. ପୁଷ୍ପଗୁଚ୍ଛ; ଥୋପା; ସ୍ତବକ — ୧. Cluster of buds or flowers.
- ୨. ଫୁଲତୋଡ଼ା —୨. A nosegay.
- ୩. ଗଛର ଗଣ୍ଡି —୩. Trunk of a tree.
- ୪. ତୃଣଗୁଚ୍ଛ —୪. A sheaf of grass or corn.
- ୫. ଗ୍ରନ୍ଥର ଅଧ୍ୟାୟ ବା ପରିଚ୍ଛେଦ — ୫. Chapter of a book.
- ୬. ଛତ୍ରିଶ ସରିଆ ହାର — ୬. A ୩୬ stringed necklace.