Jump to content

ଗୁଦ

ଉଇକିଅଭିଧାନ‌ରୁ

ଗୁଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୁ ଧାତୁ=ମଳ ତ୍ୟାଗ କରିବା+କରଣ. ଦ)

[ସମ୍ପାଦନା]

ଗୁହ୍ୟ— ଦ୍ୱାର; ମଳଦ୍ୱାର —Anus.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ମଳଦ୍ୱାରରେ ବାହାରିବା ପଦ୍ମ; ଗୁଦ— ନିର୍ଗମ —A prolapsus at the anus.