Jump to content

ଗୁଦଗ୍ରହ

ଉଇକିଅଭିଧାନ‌ରୁ

ଗୁଦଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁଦ=ଗ୍ରହ ଧାତୁ+ଅ)

[ସମ୍ପାଦନା]
୧. ଉଦାବର୍ତ୍ତ ବା କୋଷ୍ଠବଦ୍ଧତା ରୋଗ — ୧. Constipation.
୨. ଗୁହ୍ୟଦ୍ୱାରରେ ବ୍ୟ୍ୟଥା ଓ ପୀଡ଼ା — ୨. Spasm in the rectum or anus.