Jump to content

ଗୁଦଭ୍ରଂଶ

ଉଇକିଅଭିଧାନ‌ରୁ

ଗୁଦଭ୍ରଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଦ+ଭ୍ରଂଶ)

[ସମ୍ପାଦନା]
୧. ମଳଦ୍ୱାରରେ ହେବା ରୋଗବିଶେଷ; ମଳକଣ୍ଟକ ରୋଗ — ୧. A disease attacking the anus.
୨. ଗୁଦନିର୍ଗମ (ଦେଖ) - ୨. Gudanirgama (See)