Jump to content

ଗୁନିଆ

ଉଇକିଅଭିଧାନ‌ରୁ

ଗୁନିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - କୋଣ)

[ସମ୍ପାଦନା]
୧. ନକସାରୁ ଭୂମିର ପରିମାଣ ନିର୍ଣ୍ଣୟ କରିବା ସକାଶେ ବ୍ୟବହୃତ ଯନ୍ତ୍ରବିଶେଷ — ୧. A surveyor's scale or protractor (by which the area of a plot is found out from a map).
୨. ରାଜମିସ୍ତ୍ରୀମାନେ କାନ୍ଥ ବା ଗାନ୍ଥିନୀର, ବଢ଼େଇମାନେ କାଠର ଓ ପଥୁରିଆମାନେ ପଥରର ସମକୋଣ ଓ ପରିମାଣ ଠିକରୂପେ ଜାଣିବା ନିମନ୍ତେ ବ୍ୟବହାର କରିବା '୮' ଆକାରରେ ଯନ୍ତ୍ର ବିଶେଷ — Mason's square (instrument).