ଗୁନ୍ଥାଗୁନ୍ଥି
ଦେଖଣା
ଗୁନ୍ଥାଗୁନ୍ଥି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁନ୍ଥାଗୁନ୍ଥି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବହୁ ଦ୍ରବ୍ୟ ଗୁନ୍ଥିବା କର୍ମ — ୧. Many acts of stringing.
- ୨. (ଅଙ୍ଗ) ଲଗାଲଗି — ୨. Embracing (each other's body).
କେତେ ଛନ୍ଦାଛନ୍ଦି ଗଳା ଗୁନ୍ଥାଗୁନ୍ଥି କେତେ ଗେଲ ଘେନାଘେନି ରାଧାନାଥ ଯଯାତି