Jump to content

ଗୁନ୍ଦରା

ଉଇକିଅଭିଧାନ‌ରୁ

ଗୁନ୍ଦରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଦ୍ ଧାତୁ)

[ସମ୍ପାଦନା]
୧. ଖେଳରେ ଗୋଳାଇବା — ୧. Using unfair means in a game.
୨. ମିଥ୍ୟା —୨. Falsehood.
(ଗୁନ୍ଦ୍ରୀ, ଗୁନ୍ଦ୍ରେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ.

[ସମ୍ପାଦନା]
୧. ମିଥ୍ୟାବାଦୀ —୧. Liar.
୨. ଗୋଳିଆ; ଯେ ଖେଳରେ ଗୋଳାଏ —୨. One who uses unfair means in a game.