Jump to content

ଗୁନ୍ଦଲ୍

ଉଇକିଅଭିଧାନ‌ରୁ

ଗୁନ୍ଦଲ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ତୁଳ. ହିନ୍ଦୀ - ଗଂଦ୍ଲା)

[ସମ୍ପାଦନା]
୧. ଆବିଳ; ଗୋଳିଆ (ପାଣି) — ୧. Muddy (water); turbid.
୨. ଅପରିଷ୍କୃତ —୨. Unclean.

[ଯଥା—ବର୍ଷା ମାସେ ନଏଦ୍ (ନଦୀ) ପାଏନ୍ (ପାଣି) ଗୁନ୍ଦଲ୍ ହେସି (ହୁଏ)]