ଗୁନ୍ଦ୍ରା
ଦେଖଣା
ଗୁନ୍ଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୁନ୍ଦ୍ର+ଆ)
[ସମ୍ପାଦନା]- ୧. ଏକ ପ୍ରକାର ମୁଥା; ନାଗର ମୁଥା — ୧. A kind of large grass-root; Cyperus Scariosus; Cyperus Rotundus.
- ୨. ଏରକା; ସନ୍ତରା; ଶରତୃଣ — ୨. Elephant grass; Typha.
[ଦ୍ରଷ୍ଟବ୍ୟ —ଏଥିରେ ମୁନ୍ଦୁରା ବୁଣାଯାଏ]
- ୩. ପ୍ରିୟଙ୍ଗୁ (ଲତା) (ଦେଖ) - ୩. Priyaṅgu (creeper) (See)