ଗୁପତ
ଅପ୍ରକଟ; ଗୁପ୍ତ; ଲୁକ୍କାୟିତ — Secret; hidden; concealed; mysterious.
ଏକମାତ୍ର ଚିତ୍ରରେଖା କଚିରେ ଥାଇ ଗୁପତ ବେଦନା ତାର ନ ଜାଣେ କେହି ପ୍ରାଚୀ. ଶିଶୁଶଙ୍କର. ଉଷାଅଭିଳାସ