ଗୁପ୍ତ
ଦେଖଣା
ଗୁପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଗୁପ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ରକ୍ଷିତ — ୧. Protected; guarded; preserved.
- ୨. ଅପ୍ରକାଶ୍ୟ —୨. Confidential.
- ୩. ଗୂଢ଼ —୩. Secret.
- ୪. ଲୁକ୍କାୟିତ —୪. Concealed; hidden.
- ୫. ଅଦୃଶ୍ୟ —୫. Hidden from view.
- ୬. ଅଲକ୍ଷିତ —୬. Latent; clandestine.
- ୭. ସଂବୃତ; ଆଚ୍ଛାଦିତ — ୭. Covered over; enveloped.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୈଶ୍ୟ ଓ ଶୂଦ୍ରାଦିଙ୍କର ବଂଶୋପାଧି — ୧. A family-title of B&aline;i̱ṡyas and Ṡūdras.
[ଦ୍ରଷ୍ଟବ୍ୟ —ବ୍ରାହ୍ମଣଙ୍କ ଉପାଧିରେ ଶର୍ମା ଓ ଦେବ; କ୍ଷତ୍ରିୟଙ୍କର ବର୍ମା, ବୈଶଙ୍କର ଗୁପ୍ତ ଓ ଭୂତି; ଏବଂ ଶୂଦ୍ରଙ୍କର ଦାସ ବ୍ୟବହୃତ ହୁଏ ଗୁପ୍ତ ଉପାଧିଧାରୀ ରାଜବଂଶ ଏବଂ ବଙ୍ଗ ବିହାରରେ ପୂର୍ବେ ରାଜତ୍ୱ କରୁଥିଲେ, ଯଥା—ଚନ୍ଦ୍ରଗୁପ୍ତ; ସମୁଦ୍ରଗୁପ୍ତ]
- ୨. ବିଷ୍ଣୁଙ୍କ ନାମ —୨. An epithet of Bishṇu.