Jump to content

ଗୁପ୍ତଧନ

ଉଇକିଅଭିଧାନ‌ରୁ

ଗୁପ୍ତଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗୁପ୍ତ+ଧନ)

[ସମ୍ପାଦନା]

ଅନ୍ୟର ଅଲକ୍ଷିତରେ ସଞ୍ଚିତ ଧନ — Hidden hoard.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯାହାର ଗୁପ୍ତ ଧନ ଅଛି — One who has got a hidden hoard.