Jump to content

ଗୁପ୍ତବେଶଧାରୀ

ଉଇକିଅଭିଧାନ‌ରୁ

ଗୁପ୍ତବେଶଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଗୁପ୍ତବେଶଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଉପପଦ, ଗୁପ୍ତବେଶ+ଧୃ ଧାତୁ+ଇନ୍, ୧ମା. ୧ବ.)

[ସମ୍ପାଦନା]

ଛଦ୍ମବେଶୀ; ଯେ ଛଦ୍ମବେଶ ଧରିଥାଏ —Wearing a disguise.