ଗୁପ୍ତମନ୍ତ୍ର
ଦେଖଣା
ଗୁପ୍ତମନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗୁପ୍ତ+ମନ୍ତ୍ର)
[ସମ୍ପାଦନା]- ୧. ଯେଉଁ ମନ୍ତ୍ର ସାଧାରଣରେ ଅପ୍ରକାଶ୍ୟ —୧. A Mantra which should not be made public.
- ୨. ଗୋପନୀୟ ପରାମର୍ଶ —୨. Secret counsel.
(ଗୁପ୍ତମନ୍ତ୍ରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]ଯେଉଁ ରାଜାଙ୍କ ମନ୍ତ୍ରଣା ଅନ୍ୟମାନେ ଜାଣି ପାରନ୍ତି ନାହିଁ —(a king) Whose deliberations do not leak out.