ଗୁପ୍ତୋତ୍ପ୍ରେକ୍ଷା
କାବ୍ୟର ଅଳଙ୍କାରବିଶେଷ; ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର; ଯେଉଁ ଉତ୍ପ୍ରେକ୍ଷାରେ 'ଜଣାଯାଏ', 'ବୋଧ— ହୁଏ' ଆଦି ଉତ୍ପ୍ରେକ୍ଷା ବା ସାଦୃଶବାଚକ ଶବ୍ଦମାନଙ୍କର ପ୍ରୟୋଗ ନ ଥାଏ —A suppressed simile; an implied simile.