Jump to content

ଗୁପ୍ତ କାଶୀ

ଉଇକିଅଭିଧାନ‌ରୁ

ଗୁପ୍ତ କାଶୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହିନ୍ଦୁ ତୀର୍ଥସ୍ଥାନ ବିଶେଷ — A sacred place of the Hindus.

[ଦ୍ରଷ୍ଟବ୍ୟ —ଏହା ରୁଦ୍ରପ୍ରୟୋଗଠରୁ ୨୪: ମାଇଲ ଦୂରରେ ମନ୍ଦାକିନୀର ଦକ୍ଷିଣରେ ଅବସ୍ଥିତ ଏଠାରେ ମଣିକର୍ଣ୍ଣିକା କୁଣ୍ଡ ଅଛି ମଦନମୋହନ—ତୀର୍ଥଦର୍ଶନ]