ଗୁବା
ଦେଖଣା
ଗୁବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁବାକ)
[ସମ୍ପାଦନା]- ୧. ଦେହରେ ହୋଇଥିବା ଗୁଆ ପରି ଫୁଲା ବା ଆବୁ — ୧. Fleshy protuberance coming out on the body of an animal.
- ୨. ଗୋବା (ଦେଖ) - ୨. Gobā (See)
ଗୁବା ଉଚ୍ଚାବଚ ଢାଲ ଦୋନଇ ଚରମେ ରାଧାନାଥ. ମହାଯାତ୍ରା
- ୩. ବଣିଆଙ୍କର ବର୍ତ୍ତୁଳାଗ୍ର ଛେଣି — ୩. An instrumsnt made of iron or bell- metal used by the goldsmiths.
[ ଦ୍ର—ଏହା ସାହାଯ୍ୟରେ କାଁସୁଲାରେ ବାଡ଼େଇ ଜିନିଷକୁ ଗୋଲାକାର କରାଯାଏ]