ଗୁମର
ଦେଖଣା
ଗୁମର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମାନ= ଗର୍ବ)
[ସମ୍ପାଦନା]- ୧. ଗର୍ବ; ଦମ୍ଭ; ମାତ୍ସର୍ଯ୍ୟ; ଦିମାକ୍; ଦାମ୍ଭିକତା; ଅହଂକାର; ଅଭିମାନ —୧. Pride; haughtiness, (as if saying 'Touch-me-not').
- ୨. ମହତ୍ତ୍ୱ; ଇଜ୍ଜତ — ୨. Prestige; ijjat; dignity; reputation.
- ୩. ଗୁପ୍ତକଥା —୩. Secret matter.
- ୪. ଗୃହଚ୍ଛିଦ୍ର —୪. Family-secret.