Jump to content

ଗୁମର ଖୋଲିବା

ଉଇକିଅଭିଧାନ‌ରୁ

ଗୁମର ଖୋଲିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଅନ୍ୟର ଗୃହଚ୍ଛିଦ୍ର, ଗୁପ୍ତକଥା ବା ଇଜ୍ଜତ ପଦାରେ ପ୍ରକାଶ କରିବା — ୧. To divulge another's secrets; to publish family-secrets.
୨. ଗୁପ୍ତ ବିଷୟକୁ ଖୋଲା କରି ଦେବା —୨. To open up a secret matter.