Jump to content

ଗୁମସ୍ତା

ଉଇକିଅଭିଧାନ‌ରୁ

ଗୁମସ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମାସ୍ତା)

[ସମ୍ପାଦନା]
୧. ଜମିଦାରଙ୍କ ତରଫରୁ ପ୍ରଜାମାନଙ୍କଠାରୁ ଖଜଣା ଆଦୟକାରୀ କର୍ମଚାରୀ; ତହସିଲଦାର —୧. Rent collector; Tahasildar.
୨. ବଣିକଙ୍କର ହିସାବ ରଖିବା ମୋହରିର୍; କିରାନି — ୨. Accountant; clerk; Moharir.

ଦେଶଜ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଓକିଲମୋହରିର — Pleader's clerk.