Jump to content

ଗୁମାଇବା

ଉଇକିଅଭିଧାନ‌ରୁ

ଗୁମାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. (ସଂସ୍କୃତ - ଗୁପ ଧାତୁ; ଫରାସୀ - ଗୁମ୍= ଗୁପ୍ତ)— ଅପକ୍ୱ ଫଳ (ଆମ୍ୱ, କଦଳୀ, ପଣସ)କୁ ପଚାଇବାପାଇଁ ଧାନ, ପାଳ ଇତ୍ୟାଦି ମଧ୍ୟରେ ପୂରାଇ ରଖିବା — To put unripe fruits inside straw etc to ripen them.
୨. ଗମାଇବା; ହଜାଇବା —୨. To lose.