Jump to content

ଗୁମାନ

ଉଇକିଅଭିଧାନ‌ରୁ

ଗୁମାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମାନ= ଗର୍ବ; ଢ଼ୁଳ. ସଂସ୍କୃତ - ଗରିମନ୍)

[ସମ୍ପାଦନା]
୧. ଗର୍ବ —Haughtiness.

ପ୍ରଦ୍ୟୁମନ ତାର ଗୁମାନ ଭାଙ୍ଗିବାକୁ, ବ୍ରହ୍ମାଅସ୍ତ୍ର ବରଚି କାଟିଲେ ଶରକୁ କୃଷ୍ଣସିଂହ. ମହାଭାରତ. ବନ

୨. ଅଭିମାନ —୨. Sulkiness; sensitiveness; sullenness.

ଗୁମାନ କରି ଗୋରି ରହି ପାରିବୁ କିରେ ପ୍ରାଚୀନ ସଂଙ୍ଗୀତ

୩. ମହତ୍ତ୍ୱ; ଟେକ —୩. Prestige.
୪. ପରାକ୍ରମ —୪. Power.

ବାହାର ଘେନି ମାନ କରି ଗୁମାନ ମାନ ଦେଖି ଦେବଙ୍କ ଭୟେ ଭଞ୍ଜ. ବୈଦେହୀଶବିଳାସ