Jump to content

ଗୁମାନୀ

ଉଇକିଅଭିଧାନ‌ରୁ

ଗୁମାନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଫରାସୀ - ଗୁମାନୀ= ଗର୍ବିତ)

[ସମ୍ପାଦନା]
୧. ଅଭିମାନୀ —୧. Sensitive; sulky.
୨. ଗର୍ବୀ —୨. Haughty.
୩. ଆତ୍ମବଡ଼ିମାଯୁକ୍ତ —Self-opinionated.