ଗୁମିବା
ଦେଖଣା
ଗୁମିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଫରାସୀ - ଗୁମନା)
[ସମ୍ପାଦନା]- ୧. ହଜିଯିବା — ୧. To be missing; to be lost.
- ୨. ଲୁଚିଯିବା — ୨. To be hidden from view.
- ୩. (ସଂସ୍କୃତ - ଗ୍ରୀଷ୍ମ) କୃତ୍ରିମ ଉପାୟରେ ଉତ୍ତାପ ପାଇ ଫଳ ପାଚିବା —୩. (fruits) To ripen with heat applied by artificial means.
- ୪. (ଫଳ ଆଦି) ଗରମରେ ପଚିଯିବା — ୪. (fruits etc) To rot on account of excessive heat.