ଗୁମ୍ଫ
ଦେଖଣା
ଗୁମ୍ଫ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁମ୍ଫ୍ ଧାତୁ+ ଭାବ. ଅ)
[ସମ୍ପାଦନା]- ୧. ଗ୍ରନ୍ଥନ; ଗୁନ୍ଥିବା — ୧. Stringing.
- ୨. ରଚନ —୨. Composing.
- ୩. (+ କର୍ମ. ଅ) ଶଶ୍ରୁ; ଦାଢ଼ି —୩. Beard.
- ୪. (ତୁଳ. ବଙ୍ଗାଳୀ - ଗୋଫ୍) ମୁଛ; ନିଶ — ୪. Mustaches.
- ୫. ଗାଲମୁଛା —୫. Whiskers.
- ୬. ଗୁଚ୍ଛ —୬. Bundle; bunch.
- ୭. ପ୍ରବନ୍ଧ —୭. An essay.
- ୮. ଗୋଟି ଗୋଟି ମାଳି ଗୁନ୍ଥା ହୋଇଥିବା ବାହୁଭୂଷଣ (ଯଥା—ବଟଫଳ; ବାଙ୍କଡ଼େଉଁରିଆ) —୮. An armlet; a bracelet for the arm consisting of beads strung together.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁମ୍ଫା ପରି ଆଲୋକ ଓ ବାୟୁଚାଳନବିହୀନ ଘର — ୧. A room like a cave (without light and air).
- ୨. ଗୁହା; ଗହ୍ୱର —୨. Cave.