Jump to content

ଗୁମ୍ଫନ

ଉଇକିଅଭିଧାନ‌ରୁ

ଗୁମ୍ଫନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁମ୍ଫ ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ଗ୍ରନ୍ଥନ; ଗୁନ୍ଥିବା — ୧. Stringing together of things into a garland.
୨. ରଚନା ବା ବାକ୍ୟରେ ଶବ୍ଦ ଓ ଅର୍ଥର ସମ୍ୟକ୍ ବିନ୍ୟାସ — ୨. A good composition; adjusting of a word to the sense.