ଗୁମ୍ସୁମ୍
ଦେଖଣା
ଗୁମ୍ସୁମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ଚୁପହେବା; ତୁଷ୍ଣୀଭାବ — ୧. Silence.
- ୨. ଭିତରେ ଭିତରେ ଗୁପ୍ତମନ୍ତ୍ରଣା କରୁଥିବା କିନ୍ତୁ ବାହାରେ ଚୁପ୍ ହୋଇ ରହିବା — ୨. Apparent calm (while brewing injury or plots secretly).
- ୩. ମେଘ ଘୋଡ଼ାଇ ପବନ ବନ୍ଦ ହେବା ଓ ବର୍ଷା ନ ହେବା ପାଗ —୩. A cloudy and calm weather.
ପବନ ଗୁମ୍ସୁମ୍ କରି ରହିଅଛି ଫକୀରମୋହନ. ଛମାଣଆଠଗୁଣ୍ଠ
- ୪. ମୁସଲମାନଙ୍କ ମହରମ ପର୍ବର ୩ୟ ଦିନ; ମହରମ ପର୍ବର ବିଶ୍ରାମ ଦିବସ—(ମହରମ ତଳେ ନୋଟ୍ ଦେଖ) — ୪. The third day of the Moharram festival of the Mahomedans; the day of rest.
ବୈଦେଶଜ - ବିଶେଷଣ - (ଫା)
[ସମ୍ପାଦନା]ତୂର୍ଷ୍ଣୀଭୂତ —Silent.