ଗୁମ୍ ମାରିବା
ଗୁମ୍ ହେବା ୧ (ଦେଖ) - Gum hebā ୧ (See)
ବାବୁତ ମୁଣ୍ଡରେ ହାତ ଦେଇ ଗୁମ୍ମାରି ବସିଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ
(ଗୁମ୍ସୁମ୍ ମାରିବା—ଅନ୍ୟରୂପ)
ଚୂପ୍ ହୋଇ ରହିବା