Jump to content

ଗୁମ୍ ହେବା

ଉଇକିଅଭିଧାନ‌ରୁ

ଗୁମ୍ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚୁପ୍ ହେବା — ୧. To keep silent.
୨. ହଜିବା —୨. To be missing; to be lost.
୩. ଅଦୃଶ୍ୟ ହେବା; ଲୁଚିଯିବା — ୩. To be hidden; to disappear.