Jump to content

ଗୁରଥ ଭାରିଯା

ଉଇକିଅଭିଧାନ‌ରୁ

ଗୁରଥ ଭାରିଯା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ଇତର) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଗୃହସ୍ଥ ଓ ଭାର୍ଯ୍ୟା)

[ସମ୍ପାଦନା]

ପତିପତ୍ନୀ; ସ୍ୱାମୀସ୍ତ୍ରୀ; ଦମ୍ପତି — Husband and wife; a married couple.