Jump to content

ଗୁରାଇବା

ଉଇକିଅଭିଧାନ‌ରୁ

ଗୁରାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦରପାଛୁଡ଼ା ଧାନ ବା ଚାଉଳ ଆଦିରୁ ଗୋଡ଼ି ବା ଧାନ ଆଦି ପୃଥକ କରିବା ନିମନ୍ତେ କୌଶଳକ୍ରମେ କୁଲାଦ୍ୱାରା ପାଛୁଡ଼ିବା — ୧. To window half-winnowed rice or paddy in order to separate undesirable particles from the main body.
୨. (ଶୂଦ୍ର ବା ନୀଚଜାତିଙ୍କ ଭାଷା; ଡ଼ ସ୍ଥାନରେର ଉଚ୍ଚାରଣ; ତୁଳନାକାର ବାଡ଼ି ସ୍ଥାନରେ ବାରି) ଗୁଡ଼ାଇବା (ଦେଖ) - ୨. Guṟḍ̠āibā (See)