Jump to content

ଗୁରାଣ୍ଡି

ଉଇକିଅଭିଧାନ‌ରୁ

ଗୁରାଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କ୍ଷେପଣୀୟ ଶସ୍ତ୍ରବିଶେଷ — ୧. A kind of weapon which is hurled at an enemy.
୨. କ୍ଷୁଦ୍ର ମୃଗବିଶେଷ — ୨. A kind of small deer.

[ଦ୍ରଷ୍ଟବ୍ୟ —ଏହାର ମାଂସ ସ୍ୱାଦୁ, ରୁଚିକର ଓ ବଳବର୍ଦ୍ଧକ— (ହରେକୃଷ୍ଣ. ଦ୍ରବ୍ୟଗୁଣ) ଏ ଉଚ୍ଚରେ ୧ ଫୁଟ ବଢ଼େ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଆନ୍ଦୋଳିତ —Agitated.

[ଯଥା—ମୋ ପେଟ ଗୁରାଣ୍ଡି ହେଉଛି]