Jump to content

ଗୁରିଆ

ଉଇକିଅଭିଧାନ‌ରୁ

ଗୁରିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

କୁଲାଦ୍ୱାରା କୌଶଳକ୍ରମେ ଗୁରା ହୋଇଥିବା ବା ପାଛୁଡ଼ା ହୋଇଥିବା (ଧାନ ଆଦି) — (grain) Carefully winnowed and thus undesirable particles separated from the main body.

ଗ୍ରାମ୍ୟ - (ଇତର)ବିଶେଷଣ - ଓ ବିଶେଷ୍ୟ -

[ସମ୍ପାଦନା]

ଗୁଡ଼ିଆ (ଦେଖ) - — Guṟḍ̠iā (See)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]
୧. ଈଷତ୍ ନାଲିଆ —୧. Reddish.
୨. ହଳଦିଆ ମିଶା ନାଲି (ଗୋରୁ) — ୨. Yellowish red (cattle).