Jump to content

ଗୁରୁକନ୍ୟା

ଉଇକିଅଭିଧାନ‌ରୁ

ଗୁରୁକନ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ଗୁରୁ+କନ୍ୟା)

[ସମ୍ପାଦନା]

ବିଦ୍ୟାଗୁରୁଙ୍କ ଝିଅ — The daughter of one's spiritual preceptor.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଗୁରୁକନ୍ୟା ଶିଷ୍ୟର ଭଉଣୀ ସ୍ଥାନୀୟ]