ଗୁରୁକୁଣ୍ଡଳୀ
ଦେଖଣା
ଗୁରୁକୁଣ୍ଡଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବର୍ଷାଧିପତି ଗ୍ରହ ନିର୍ଣ୍ଣୟାର୍ଥ ଅଙ୍କିତ ଫଳିତ ଜ୍ୟୋତିଷୋକ୍ତ ଚକ୍ରବିଶେଷ — An astrological circle drawn to find out the planet presiding over a particular year.
[ଦ୍ରଷ୍ଟବ୍ୟ —ଏହି ଚକ୍ରଦ୍ୱାରା କୌଣସି ବ୍ୟକ୍ତିର ଜନ୍ମନକ୍ଷତ୍ର ଅନୂସାରେ ପ୍ରତ୍ୟେକ ବର୍ଷର ଅଧିପତି ଗ୍ରହ ନିର୍ଣ୍ଣୟ କରାଯାଏ ଏହି ଚକ୍ରର କେନ୍ଦ୍ରସ୍ଥଳରେ ଗୁରୁ ବା ବୃହସ୍ପତିଙ୍କୁ ଲେଖାଯାଏ ଓ ବୃହସ୍ପତିଙ୍କ ଆଠ ପାଖରେ ଅନ୍ୟ ୮ଟି ଗ୍ରହକୁ ରଖାଯାଏ ହିନ୍ଦୀ - ଶବ୍ଦସାଗର ]